ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜାପାନର ନୂତନ ପ୍ରଧାନମନ୍ତ୍ରୀ ମାନ୍ୟବର କିଶିଦା ଫୁମିଓଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
04 OCT 2021 4:43PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାପାନର ପ୍ରଧାନମନ୍ତ୍ରୀ ଭାବରେ ର୍ନିବାଚିତ ହୋଇଥିବା କିଶିଦା ଫୁମିଓଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଜାପାନର ନୂତନ ପ୍ରଧାନମନ୍ତ୍ରୀ, ମାନ୍ୟବର କିଶିଦା ଫୁମିଓଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା । ଭାରତ-ଜାପାନ ସ୍ୱତନ୍ତ୍ର ରଣକୌଶଳ ଏବଂ ଆର୍ନ୍ତଜାତୀୟ ସହଯୋଗକୁ ଆହୁରି ମଝବୁତ କରିବା ଏବଂ ତାଙ୍କ ସହିତ ଆମ ଅଞ୍ଚଳ ଓ ବାହାରେ ଶାନ୍ତି ଏବଂ ସମୃଦ୍ଧିର ଅଗ୍ରଗତି ପାଇଁ ଏବଂ ମୁଁ ପ୍ରସ୍ତୁତ ଅଛି ।”
HS
(ରିଲିଜ ଆଡି: 1760867)
ପରିଦର୍ଶକ କାଉଣ୍ଟର : 273
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam