ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଜ୍ୟସଭାକୁ ନିର୍ବାଚିତ ହୋଇଥିବାରୁ ସର୍ବାନନ୍ଦ ସୋନଓ୍ୱାଲ ଓ ଡଃ ଏଲ ମୁରୁଗାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

प्रविष्टि तिथि: 28 SEP 2021 11:22AM by PIB Bhubaneshwar

ମନ୍ତ୍ରୀମଣ୍ଡଳ ସହଯୋଗୀ ଶ୍ରୀ ସର୍ବାନନ୍ଦ ସୋନଓ୍ୱାଲ ଓ ଡଃ ଏଲ ମୁରୁଗାନ ଯଥାକ୍ରମେ ଆସାମ ଓ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

“ମୋ ମନ୍ତ୍ରୀମଣ୍ଡଳ ସହଯୋଗୀ ଶ୍ରୀ @ସର୍ବାନନ୍ଦସୋନଓ୍ୱାଲ ଓ ଶ୍ରୀ @ମୁରୁଗାନ_ଏମଓଏସ ଜୀ ଯଥାକ୍ରମେ ଆସାମ ଓ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବାରୁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି । ସଂସଦୀୟ କାର୍ଯ୍ୟଶୈଳୀକୁ ସମୃଦ୍ଧ କରିବା ସହ ଆମ ଜନ ହିତ ଏଜେଣ୍ଡାକୁ ସେମାନେ ଆଗେଇ ନେବେ ବୋଲି ମୋର ବିଶ୍ୱାସ ରହିଛି ।

 

SR


(रिलीज़ आईडी: 1758894) आगंतुक पटल : 291
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam