ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପୁରାଟୀ ଥାଲାଇଭର ଡକ୍ଟର ଏମ.ଜି.ରାମଚନ୍ଦ୍ରନ ସେଣ୍ଟ୍ରାଲ ରେଳ ଷ୍ଟେସନଟି ସୌର ଶକ୍ତି ଦ୍ୱାରା ସମ୍ପୁର୍ଣ୍ଣ ଚାଳିତ ହେତୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି

Posted On: 25 SEP 2021 6:48AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂରାଟୀ ଥାଲାଇଭର ଡକ୍ଟର ଏମ.ଜି. ସେଣ୍ଟ୍ରାଲ ରେଳ ଷ୍ଟେସନଟି ସମ୍ପୂର୍ଣ୍ଣ ଭାବେ ସୌରଶକ୍ତି ଦ୍ୱାରା ପରିଚାଳିତ ହେତୁ ଖୁସି ବ୍ୟକ୍ତ କରିଛନ୍ତି ।

ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଏକ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଯେତେବେଳେ ସୌର ଶକ୍ତି ବିଷୟରେ କଥା ଆସେ ପୁରାଟୀ ଥାଲାଇଭର ଡକ୍ଟର ଏମ.ଜି. ରାମଚନ୍ଦ୍ରନ କେନ୍ଦ୍ରୀୟ ରେଳ ଷ୍ଟେସନ ଦେଖି ଖୁସି ଲାଗେ ।

HS



(Release ID: 1757952) Visitor Counter : 206