ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ସୁବ୍ରମଣ୍ୟମ ଭାରତୀଙ୍କୁ ତାଙ୍କର ୧୦୦ ତମ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

प्रविष्टि तिथि: 11 SEP 2021 11:08PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାକବି ସୁବ୍ରମଣ୍ୟମ ଭାରତୀଙ୍କୁ ତାଙ୍କର ୧୦୦ ତମ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଏକ ଟୁଇଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି:

ତାଙ୍କର ୧୦୦ ତମ ପୂଣ୍ୟ ତିଥିରେ ସୁବ୍ରମଣ୍ୟମ ଭାରତୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ତାଙ୍କର ସମୃଦ୍ଧ ଜ୍ଞାନ, ଆମ ଦେଶ ପାଇଁ ବହୁମୁଖୀ ଅବଦାନ, ସାମାଜିକ ନ୍ୟାୟ ଏବଂ ମହିଳା ସଶକ୍ତିକରଣ ଉପରେ ଉତ୍ତମ ଆଦର୍ଶକୁ ମନେ ପକାଉ ଡିସେମ୍ବର ୨୦୨୦ ରେ ମୁଁ ଏଠାରେ ତାଙ୍କ ଉପରେ ଏକ ବକ୍ତୃକ୍ତା ପ୍ରଦାନ କରିଥିଲି

HS


(रिलीज़ आईडी: 1754407) आगंतुक पटल : 262
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam