ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୂର୍ବତନ ସାଂସଦ ତଥା ସାମ୍ବାଦିକ ଶ୍ରୀ ଚନ୍ଦନ ମିତ୍ରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 02 SEP 2021 9:32AM by PIB Bhubaneshwar

ପୂର୍ବତନ ରାଜ୍ୟସଭା ସଦସ୍ୟ ତଥା ସାମ୍ବାଦିକ ଶ୍ରୀ ଚନ୍ଦନ ମିତ୍ରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି । ବୌଦ୍ଧିକତା ଓ ସୂକ୍ଷ୍ମଦର୍ଶିତା ପାଇଁ ସେ ସ୍ମରଣୀୟ ହୋଇରହିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

“ବୌଦ୍ଧିକତା ଓ ସୂକ୍ଷ୍ମଦର୍ଶିତା ପାଇଁ ଶ୍ରୀ ଚନ୍ଦନ ମିତ୍ର ସ୍ମରଣୀୟ ହୋଇ ରହିବେ । ସାମ୍ବାଦିକତା ତଥା ରାଜନୀତି କ୍ଷେତ୍ରରେ ସେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ବିୟୋଗରେ ଦୁଃଖିତ । ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ସମବେଦନା ଜଣାଉଛି । ଓମ ଶାନ୍ତି ।

SR

 


(रिलीज़ आईडी: 1751335) आगंतुक पटल : 239
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam