ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପାରାଲିମ୍ପିକ୍ସ ଗେମ୍ସ ଜାଭେଲିନ ଥ୍ରୋ ସ୍ଵର୍ଣ୍ଣ ବିଜେତା ସୁମିତ ଅନ୍ତିଲଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 30 AUG 2021 5:39PM by PIB Bhubaneshwar

ଟୋକିଓ ପାରାଲିମ୍ପିକ୍ସ ଗେମ୍ସ ଜାଭେଲିନ ଥ୍ରୋ ସ୍ଵର୍ଣ୍ଣ ବିଜେତା ସୁମିତ ଆନ୍ତିଲଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ପାରାଲିମ୍ପିକ୍ସରେ ଆମ କ୍ରୀଡାବିତ୍ତମାନଙ୍କ ଉଜ୍ଜ୍ଵଳ ପ୍ରଦର୍ଶନ ଜାରି ରହିଛି ପାରାଲିମ୍ପିକ୍ସରେ ସୁମିତ ଆନ୍ତିଲଙ୍କ ନୂତନ ରେକର୍ଡ ସୃଷ୍ଟିର ପ୍ରଦର୍ଶନ ପାଇଁ ଦେଶ ଗର୍ବିତ ।

ମର୍ଯ୍ୟାଦାପୂର୍ଣ୍ଣ ସ୍ଵର୍ଣ୍ଣ ପଦକ ବିଜୟ ପାଇଁ ସୁମିତଙ୍କୁ ଅଭିନନ୍ଦନ । ଭବିଷ୍ୟତର ସମସ୍ତ ସଫଳତା ପାଇଁ ଶୁଭକାମନା” ।

 

**********

TRP/


(रिलीज़ आईडी: 1750546) आगंतुक पटल : 245
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam