ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପାରାଅଲମ୍ପିକ୍ସ କ୍ରୀଡାରେ ପୁରୁଷ ଡିସ୍‍କସ ଥ୍ରୋରେ ବ୍ରୋଞ୍ଜ ପଦକ ବିଜେତା ବିନୋଦ କୁମାରଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 29 AUG 2021 6:49PM by PIB Bhubaneswar

ଟୋକିଓ ପାରାଅଲମ୍ପିକ୍ସ କ୍ରୀଡାରେ ପୁରୁଷ ଡିସକସ୍ ଥ୍ରୋରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିନୋଦ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ବିନୋଦ କୁମାରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଭାରତ ଆନନ୍ଦିତ! ବ୍ରୋଞ୍ଜ ପଦକ ପାଇଁ ତାଙ୍କୁ ଅଭିନନ୍ଦନ ତାଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠା ଉଲ୍ଲେଖନୀୟ ଫଳାଫଳ ଦେଉଛି

HS


(ରିଲିଜ ଆଡି: 1750293) ପରିଦର୍ଶକ କାଉଣ୍ଟର : 192