ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-୧୯ ଅପଡେଟ

Posted On: 29 AUG 2021 9:24AM by PIB Bhubaneshwar

ଗତ ୨୪ଘଣ୍ଟା  ମଧ୍ୟରେ ୭୩.୮ ଲକ୍ଷରୁ  ଅଧିକ ଟିକାକରଣ ହୋଇଯାଇଛି ।

ଦେଶବ୍ୟାପୀ ଟିକାକରଣ ଅଭିଯାନ ଅନ୍ତର୍ଗତ ଏପର୍ଯ୍ୟନ୍ତ ୬୩.୦୯କୋଟିରୁ ଅଧିକ ଟିକା ଦିଆଯାଇସାରିଛି ।

ଗତ ୨୪ଘଣ୍ଟା ମଧ୍ୟରେ ଭାରତରେ ୪୫,୦୮୩ ନୂଆ ରୋଗୀ  ଚିହ୍ନଟ ହୋଇଛନ୍ତି । 

ସକ୍ରିୟ ମାମଲା ସର୍ବମୋଟ ମାମଲାର ୧.୧୩ ପ୍ରତିଶତ ରହିଛି ।

ଭାରତରେ ବର୍ତ୍ତମାନ  ୩, ୬୮, ୫୫୮ସକ୍ରିୟ ମାମଲା ରହିଛି ।  

ବର୍ତ୍ତମାନ ଆରୋଗ୍ୟହାର ୯୭.୫୩ ପ୍ରତିଶତ ରହିଛି । 

ଗତ ୨୪ଘଣ୍ଟା ମଧ୍ୟରେ ୩୫,୮୪୦ରୋଗୀ ସୁସ୍ଥ ହୋଇଛନ୍ତି,

ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୩,୧୮, ୮୮, ୬୪୨ରୋଗୀ ସୁସ୍ଥ ହୋଇଛନ୍ତି ।

ସାପ୍ତାହିକ ପଜିଟିଭିଟି ହାର ବର୍ତ୍ତମାନ ୨.୨୮ ପ୍ରତିଶତ ରହିଛି, ଯାହା ଗତ ୬୫ ଦିନରେ ୩ପ୍ରତିଶତରୁ କମ୍ ରହିଛି ।

ଦୈନିକ ପଜିଟିଭିଟି ହାର ୨.୫୭ ପ୍ରତିଶତ ରହିଛି, ଏହା ଗତ ୩୧ଦିନରୁ ୩ ପ୍ରତିଶତରୁ କମ୍ ରହିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୫୧.୮୬ କୋଟିରୁ ଅଧିକ  ପରୀକ୍ଷଣ କରାଯାଇସାରିଛି ।

 

****

NS / SLP



(Release ID: 1750253) Visitor Counter : 189