ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-୧୯ ଅପ୍‌ଟେଡ

Posted On: 26 AUG 2021 9:11AM by PIB Bhubaneshwar

 

ଦେଶବ୍ୟାପୀ ଟିକାକରଣ ଅଭିଯାନ ଅନ୍ତର୍ଗତ ଏପର୍ଯ୍ୟନ୍ତ ୬୦.୩୮କୋଟିରୁ ଅଧିକ ଟିକା ଦିଆଯାଇସାରିଛି ।

ଗତ ୨୪ଘଣ୍ଟା ମଧ୍ୟରେ ଭାରତରେ ୪୬,୧୬୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 

ସକ୍ରିୟ ମାମଲା ସର୍ବମୋଟ ମାମଲାର ୧.୦୩ ପ୍ରତିଶତ ରହିଛି ।

ଭାରତରେ ବର୍ତ୍ତମାନ  ୩, ୩୩, ୭୨୫ସକ୍ରିୟ ରୋଗୀ ଛନ୍ତି ।  

ବର୍ତ୍ତମାନ ଅରୋଗ୍ୟହାର ୯୭.୬୩ ପ୍ରତିଶତ ରହିଛି । 

ଗତ ୨୪ଘଣ୍ଟା ମଧ୍ୟରେ ୩,୧୫୯ରୋଗୀ ସୁସ୍ଥ ହୋଇଛନ୍ତି,

ଦେଶରେ ବର୍ତ୍ତମାନ ସୁଦ୍ଧା ୩, ୧୭, ୪୪୦ ରୋଗୀ ସୁସ୍ଥ ହୋଇଛନ୍ତି ।

ସାପ୍ତାହିକ ପଜିଟିଭିଟି ହାର ବର୍ତ୍ତମାନ ୨.୦୨ ପ୍ରତିଶତ ରହିଛି, ଯାହା ଗତ ୬୨ଦିନରେ ୩ପ୍ରତିଶତରୁ କମ୍ ରହିଛି ।

ଦୈନିକ ପଜିଟିଭିଟି ହାର ୨.୫୮ ପ୍ରତିଶତ ରହିଛି, ଏହା ଗତ ୩୧ଦିନରୁ ୩ ପ୍ରତିଶତରୁ କମ୍ ରହିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୫୧.୩୧ କୋଟି ପରୀକ୍ଷଣ କରାଯାଇସାରିଛି ।

 

*****

 

NS / SLP



(Release ID: 1749435) Visitor Counter : 174