ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତକୁ କ୍ରୀଡା ଭବିଷ୍ୟତ ଭାବେ ଗଢି ତୋଳିବାକୁ ନେଇ ଶ୍ରୀ ଅନୁରାଗ ସିଂହ ଠାକୁରଙ୍କ ଆଲେଖ୍ୟ
ପୋଷ୍ଟ କରାଯିବା ଦିନାଙ୍କ:
21 AUG 2021 10:22AM by PIB Bhubaneshwar
କେନ୍ଦ୍ର ଯୁବ ବ୍ୟାପାର ଓ ଖେଳ ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁରଙ୍କ ଲିଖିତ ଏକ ପ୍ରବନ୍ଧକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶେୟାର କରାଯାଇଛି । ଭାରତକୁ କ୍ରୀଡାର ଭବିଷ୍ୟତ ଭାବେ ଗଢି ତୋଳିବାକୁ ନେଇ ଆଲେଖ୍ୟରେ ଆଲୋଚନା କରାଯାଇଛି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ୱିଟ କରିଛନ୍ତି:
“କେନ୍ଦ୍ର ମନ୍ତ୍ରୀ ଶ୍ରୀ@ଆଇଅନୁରାଗଠାକୁର ଭାରତକୁ କ୍ରୀଡାର ଭବିଷ୍ୟତ ଭାବେ ଗଢି ତୋଳିବାକୁ ଆଲେଖ୍ୟ ପ୍ରସ୍ତୁତ କରିଛନ୍ତି ।”
SR
(ରିଲିଜ ଆଡି: 1747825)
ପରିଦର୍ଶକ କାଉଣ୍ଟର : 221
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam