ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସମ୍ବିଧାନର (୧୨୭ତମ ସଂଶୋଧନ) ବିଲ, ୨୦୨୧ ଉଭୟ ଗୃହରେ ଗୃହୀତ ହେବାରେ ପ୍ରଧାନମନ୍ତ୍ରୀଙ୍କ ସନ୍ତୋଷ ବ୍ୟକ୍ତ
प्रविष्टि तिथि:
11 AUG 2021 11:00PM by PIB Bhubaneshwar
ସମ୍ବିଧାନର (୧୨୭ତମ ସଂଶୋଧନ) ବିଲ, ୨୦୨୧ ସଂସଦର ଉଭୟ ଗୃହରେ ଗୃହୀତ ହେବା ଦେଶ ପାଇଁ ଏକ ଐତିହାସିକ କ୍ଷଣ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି,
“ସମ୍ବିଧାନର (୧୨୭ତମ ସଂଶୋଧନ) ବିଲ, ୨୦୨୧ ସଂସଦର ଉଭୟ ଗୃହରେ ଗୃହୀତ ହେବା ଦେଶ ପାଇଁ ଏକ ଐତିହାସିକ କ୍ଷଣ । ଏହି ବିଲ ସାମାଜିକ ସଶକ୍ତିକରଣକୁ ଆଗେଇ ନେବ । ପଛୁଆ ବର୍ଗଙ୍କୁ ସମ୍ମାନ, ସୁଯୋଗ ଓ ନ୍ୟାୟ ପ୍ରଦାନ କରିବା ପାଇଁ ଆମ ସରକାରଙ୍କ ପ୍ରତିବଦ୍ଧତା ଏଥିରେ ପ୍ରତିଫଳିତ ହେଉଛି ।”
SR
(रिलीज़ आईडी: 1745110)
आगंतुक पटल : 212
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam