ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆୟୁର୍ବେଦ ପ୍ରବକ୍ତା ଡା. ବାଲାଜୀ ତାମ୍ବେଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 11 AUG 2021 10:21AM by PIB Bhubaneshwar

ଆୟୁର୍ବେଦ ଚିକିତ୍ସକ ଓ ଯୋଗ ପ୍ରବକ୍ତା ଡା. ବାଲାଜୀ ତାମ୍ବେଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ସାରା ବିଶ୍ୱ ବିଶେଷ କରି ଯୁବପୀଢିଙ୍କ ମଧ୍ୟରେ ଆୟୁର୍ବେଦକୁ ଲୋକପ୍ରିୟ କରିବା ପାଇଁ ଡା. ବାଲାଜୀ ତାମ୍ବେଙ୍କ ଆଜୀବନ ପ୍ରୟାସ ମନେ ରହିବ । ଦରଦୀ ପଣିଆ ପାଇଁ ସେ ପ୍ରଶଂସିତ ଥିଲେ । ତାଙ୍କ ମୃତ୍ୟୁରେ ମର୍ମାହତ । ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ସମବେଦନା ଜଣାଉଛି । ଓମ ଶାନ୍ତି ।”

 

SR



(Release ID: 1744862) Visitor Counter : 124