ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତୀୟ ହକି ଦଳର ପ୍ରତ୍ୟେକ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପ୍ରତି ହକି ପ୍ରେମୀ ଓ କ୍ରୀଡାପ୍ରେମୀଙ୍କ ପାଇଁ ଅଗଷ୍ଟ ୫, ୨୦୨୧ ସ୍ମରଣୀୟ ହୋଇରହିବ: ପ୍ରଧାନମନ୍ତ୍ରୀ

ପ୍ରତ୍ୟେକ ଭାରତୀୟଙ୍କ ହୃଦୟ ଓ ମସ୍ତିଷ୍କରେ ହକି ସ୍ୱତନ୍ତ୍ର ସ୍ଥାନ ରହିଛି

Posted On: 05 AUG 2021 8:03PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଲମ୍ପିକ୍ସରେ କାଂସ୍ୟ ପଦକ ଜିତି ଘରକୁ ଫେରିଥିବାରୁ ଭାରତୀୟ ପୁରୁଷ ହକି ଦଳକୁ ପ୍ରଶଂସା କରିଛନ୍ତି । ପ୍ରତି ଭାରତୀୟଙ୍କ ହୃଦୟ ଓ ମନରେ ହକିର ସ୍ୱତନ୍ତ୍ର ସ୍ଥାନ ରହିଛି ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି । ପ୍ରତି ହକି ପ୍ରେମୀ ଓ କ୍ରୀଡାପ୍ରେମୀଙ୍କ ପାଇଁ ଅଗଷ୍ଟ ୫, ୨୦୨୧ ସ୍ମରଣୀୟ ହୋଇରହିବ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ପ୍ରତି ଭାରତୀୟଙ୍କ ହୃଦୟ ଓ ମନରେ ହକିର ସ୍ୱତନ୍ତ୍ର ସ୍ଥାନ ରହିଛି । ପ୍ରତି ହକି ପ୍ରେମୀ ଓ କ୍ରୀଡାପ୍ରେମୀଙ୍କ ପାଇଁ ଅଗଷ୍ଟ ୫, ୨୦୨୧ ସ୍ମରଣୀୟ ହୋଇରହିବ ।” 






SR



(Release ID: 1742989) Visitor Counter : 163