ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀଙ୍କ ସ୍ୱାଧୀନତା ଦିବସ ଭାଷଣରେ ନିଜ ଚିନ୍ତନ ସାମିଲ କରିବା ପାଇଁ ସୁଯୋଗ
ପୋଷ୍ଟ କରାଯିବା ଦିନାଙ୍କ:
30 JUL 2021 11:06AM by PIB Bhubaneswar
ଆଗାମୀ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ନିଜ ଚିନ୍ତାଧାରା ସାମିଲ କରିବା ପାଇଁ ମାଇଁଗଭ (@mygovindia) ଜନତାଙ୍କ ଠାରୁ ବିଚାର ଓ ପରାମର୍ଶ ଆହ୍ୱାନ କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମାଇଁଗଭ ପୋଷ୍ଟକୁ ଟ୍ୟାଗ କରି ଟ୍ୱିଟ କରିଛନ୍ତି,
ଲାଲ କିଲ୍ଲାର ପ୍ରାଚୀରରୁ ଆପଣଙ୍କ ଚିନ୍ତନ ପ୍ରତିଧ୍ୱନିତ ହେବ ।
ପ୍ରଧାନମନ୍ତ୍ରୀ@narendramodiଙ୍କ ଅଗଷ୍ଟ ୧୫ ଭାଷଣ ପାଇଁ ଆପଣଙ୍କ ବିଚାର ଓ ପରାମର୍ଶ କଣ? @mygovindiaରେ ଶେୟାର କରିପାରିବେ ।
SR
(ରିଲିଜ ଆଡି: 1740878)
ପରିଦର୍ଶକ କାଉଣ୍ଟର : 311
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam