ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରସିଦ୍ଧ ଆୟୁର୍ବେଦିକ ଚିକିତ୍ସକ ଡଃ ପି କେ ୱରିୟରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 10 JUL 2021 4:25PM by PIB Bhubaneswar

ପ୍ରସିଦ୍ଧ ଆୟୁର୍ବେଦିକ ଚିକିତ୍ସକ ଡଃ ପି କେ ୱରିୟରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକଟ କରିଛନ୍ତି ।

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଡଃ ପି କେ ୱରିୟରଙ୍କ ବିୟୋଗରେ ମୁଁ ମର୍ମାହତ । ଆୟୁର୍ବେଦକୁ ଲୋକପ୍ରିୟ କରିବାରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ । ତାଙ୍କ ପରିବାର ଓ ବନ୍ଧୁଙ୍କ ପ୍ରତି ମୋର ସମବେଦନା । ଓମ୍  ଶାନ୍ତି” ।

 

**********

TRP/


(ରିଲିଜ ଆଡି: 1734540) ପରିଦର୍ଶକ କାଉଣ୍ଟର : 224