ରାଷ୍ଟ୍ରପତିଙ୍କ ସଚିବାଳୟ
ପ୍ରେସ୍ ବିଜ୍ଞପ୍ତି
ପୋଷ୍ଟ କରାଯିବା ଦିନାଙ୍କ:
07 JUL 2021 5:33PM by PIB Bhubaneswar
ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ମନ୍ତ୍ରୀ ପରିଷଦର ନିମ୍ନୋକ୍ତ ସଦସ୍ୟମାନଙ୍କର ଇସ୍ତଫାକୁ ରାଷ୍ଟ୍ରପତି ଗ୍ରହଣ କରିଛନ୍ତି, ଏହା ତୁରନ୍ତ ପ୍ରଭାବରେ ଲାଗୁ ହେବ।
ଶ୍ରୀ ଡି.ଭି ସଦାନନ୍ଦ ଗୌଡ଼ା
ଶ୍ରୀ ରବି ଶଙ୍କର ପ୍ରସାଦ
ଶ୍ରୀ ଥାୱରଚନ୍ଦ ଗେହଲଟ
ଶ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’
ଡ. ହର୍ଷ ବର୍ଦ୍ଧନ
ଶ୍ରୀ ପ୍ରକାଶ ଜାଭଡ଼େକର
ଶ୍ରୀ ସନ୍ତୋଷ କୁମାର ଗଙ୍ଗୱାର
ଶ୍ରୀ ବାବୁଲ ସୁପ୍ରିୟୋ
ଶ୍ରୀ ଧୋତ୍ରେ ସଞ୍ଜୟ ଶାମରାଓ
ଶ୍ରୀ ରତନ ଲାଲ କଟାରିଆ
ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ
ସୁଶ୍ରୀ ଦେବାଶ୍ରୀ ଚୌଧୁରୀ
********
P.S
(ରିଲିଜ ଆଡି: 1733438)
ପରିଦର୍ଶକ କାଉଣ୍ଟର : 276
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam