ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସିଏ ଦିବସରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 01 JUL 2021 9:50AM by PIB Bhubaneswar

ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ସିଏ ଦିବସ ଅବସରରେ ସମସ୍ତ ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନଙ୍କୁ ଶୁଭେଚ୍ଛା ଭାରତର ପ୍ରଗତିରେ ଏହି ଗୋଷ୍ଠୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଉତ୍କର୍ଷତା ଉପରେ ଧ୍ୟାନ ରଖିବାକୁ ମୁଁ ସମସ୍ତ ସିଏ ମାନଙ୍କୁ ଆହ୍ଵାନ କରୁଛି ଯାହାଦ୍ଵାରା  ଭାରତୀୟ ସଂସ୍ଥାଗୁଡ଼ିକ ବିଶ୍ଵ ସ୍ତରରେ ସର୍ବୋତ୍ତମ ଭାବରେ ଉଭା ହେବେ

 

**********

TRP/


(ରିଲିଜ ଆଡି: 1731942) ପରିଦର୍ଶକ କାଉଣ୍ଟର : 256