ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପୂର୍ବତନ ସାଂସଦ ଶ୍ରୀ ଶରତ ତ୍ରିପାଠୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 01 JUL 2021 9:46AM by PIB Bhubaneswar

ପୂର୍ବତନ ସାଂସଦ ଶ୍ରୀ ଶରତ ତ୍ରିପାଠୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଶ୍ରୀ ଶରତ ତ୍ରିପାଠୀଙ୍କ ଅକାଳ ବିୟୋଗ ମୋତେ ତଥା ଅନେକଙ୍କୁ ମର୍ମାହତ କରିଛି ସେ ସମାଜର ସେବା ଏବଂ ଦଳିତଙ୍କ ପାଇଁ କାମ କରିବାକୁ ଭଲ ପାଉଥିଲେ ସନ୍ଥ କବୀର ଦାସ ଜୀଙ୍କ ଆଦର୍ଶକୁ ଲୋକପ୍ରିୟ କରିବା ପାଇଁ ସେ ବିଶେଷ ଉଦ୍ୟମ କରିଥିଲେ ତାଙ୍କ ପରିବାର ଏବଂ ସମର୍ଥକଙ୍କୁ ମୋର ସମବେଦନା ଓମ୍ ଶାନ୍ତି

 

**********

TRP/


(रिलीज़ आईडी: 1731932) आगंतुक पटल : 226
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam