ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ନିଶାଦ୍ରବ୍ୟ ଅପ ବ୍ୟବହାର ଓ ଚୋରାଚାଲାଣ ନିରୋଧୀ ଅନ୍ତର୍ଜାତୀୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

Posted On: 26 JUN 2021 11:24AM by PIB Bhubaneshwar

ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ନିଶାଦ୍ରବ୍ୟ ଅପ ବ୍ୟବହାର ଓ ଚୋରାଚାଲାଣ ନିରୋଧୀ ଅନ୍ତର୍ଜାତୀୟ ଦିବସ ଅବସରରେ ଆମ ସମାଜକୁ ନିଶା ଦ୍ରବ୍ୟର କୁପ୍ରଭାବରୁ ମୁକ୍ତ ରଖିବା ପାଇଁ ତୃଣମୂଳ ସ୍ତରରେ କାମ କରୁଥିବା ବ୍ୟକ୍ତିମାନଙ୍କୁ ମୁଁ ପ୍ରଶଂସା କରୁଛିଜୀବନ ରକ୍ଷା ପାଇଁ ହେଉଥିବା ପ୍ରତିଟି ଉଦ୍ୟମ ଗୁରୁତ୍ୱପୂର୍ଣ୍ଣ । ସର୍ବୋପରି ନିଶା ନିଜ ସହିତ ଅନ୍ଧକାର, ବିନାଶ ଓ ବିପର୍ଯ୍ୟୟ ଆଣିଥାଏ ।

ଆସନ୍ତୁ ଆମେ #ShareFactsOnDrugs ପ୍ରତି ନିଜ ପ୍ରତିବଦ୍ଧତାକୁ ଦୋହରାଇବା ଓ ନିଶା ମୁକ୍ତ ଭାରତର ସ୍ୱପ୍ନ ସାକାର କରିବାମନେ ରଖନ୍ତୁ- ନିଶା ଦ୍ରବ୍ୟ ଭଲ ନୁହେଁ କିମ୍ବା ଏହା ଷ୍ଟାଇଲ ଷ୍ଟେଟମେଣ୍ଟ ନୁହେଁ । ଏକ ପୁରୁଣା #MannKiBaat ଅଧ୍ୟାୟ ଶେୟାର କରୁଛି ଯେଉଁଥିରେ ନିଶାଦ୍ରବ୍ୟ କୁପ୍ରଭାବ ନିୟନ୍ତ୍ରଣର ବିଭିନ୍ନ ଉପାୟ ସାମିଲ ରହିଥିଲା ।

Today, on International Day against Drug Abuse and Illicit Trafficking, I laud all those working at the grassroots to eliminate the menace of drugs from our society. Every such effort to #SaveLives is vital. After all, drugs bring with it darkness, destruction and devastation. pic.twitter.com/1wVCFkcmNX

— Narendra Modi (@narendramodi) June 26, 2021

 

Let us reiterate our commitment to #ShareFactsOnDrugs and realise our vision of a Drugs Free India. Remember- addiction is neither cool nor a style statement. Sharing an old #MannKiBaat episode which contained many aspects of overcoming the drugs menace. https://t.co/0XJpOApzbX

— Narendra Modi (@narendramodi) June 26, 2021

 

 ***

SR



(Release ID: 1730523) Visitor Counter : 142