ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନିଶାଦ୍ରବ୍ୟ ଅପ ବ୍ୟବହାର ଓ ଚୋରାଚାଲାଣ ନିରୋଧୀ ଅନ୍ତର୍ଜାତୀୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
Posted On:
26 JUN 2021 11:24AM by PIB Bhubaneshwar
ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ନିଶାଦ୍ରବ୍ୟ ଅପ ବ୍ୟବହାର ଓ ଚୋରାଚାଲାଣ ନିରୋଧୀ ଅନ୍ତର୍ଜାତୀୟ ଦିବସ ଅବସରରେ ଆମ ସମାଜକୁ ନିଶା ଦ୍ରବ୍ୟର କୁପ୍ରଭାବରୁ ମୁକ୍ତ ରଖିବା ପାଇଁ ତୃଣମୂଳ ସ୍ତରରେ କାମ କରୁଥିବା ବ୍ୟକ୍ତିମାନଙ୍କୁ ମୁଁ ପ୍ରଶଂସା କରୁଛି । ଜୀବନ ରକ୍ଷା ପାଇଁ ହେଉଥିବା ପ୍ରତିଟି ଉଦ୍ୟମ ଗୁରୁତ୍ୱପୂର୍ଣ୍ଣ । ସର୍ବୋପରି ନିଶା ନିଜ ସହିତ ଅନ୍ଧକାର, ବିନାଶ ଓ ବିପର୍ଯ୍ୟୟ ଆଣିଥାଏ ।
ଆସନ୍ତୁ ଆମେ #ShareFactsOnDrugs ପ୍ରତି ନିଜ ପ୍ରତିବଦ୍ଧତାକୁ ଦୋହରାଇବା ଓ ନିଶା ମୁକ୍ତ ଭାରତର ସ୍ୱପ୍ନ ସାକାର କରିବା । ମନେ ରଖନ୍ତୁ- ନିଶା ଦ୍ରବ୍ୟ ଭଲ ନୁହେଁ କିମ୍ବା ଏହା ଷ୍ଟାଇଲ ଷ୍ଟେଟମେଣ୍ଟ ନୁହେଁ । ଏକ ପୁରୁଣା #MannKiBaat ଅଧ୍ୟାୟ ଶେୟାର କରୁଛି ଯେଉଁଥିରେ ନିଶାଦ୍ରବ୍ୟ କୁପ୍ରଭାବ ନିୟନ୍ତ୍ରଣର ବିଭିନ୍ନ ଉପାୟ ସାମିଲ ରହିଥିଲା ।
Today, on International Day against Drug Abuse and Illicit Trafficking, I laud all those working at the grassroots to eliminate the menace of drugs from our society. Every such effort to #SaveLives is vital. After all, drugs bring with it darkness, destruction and devastation. pic.twitter.com/1wVCFkcmNX
— Narendra Modi (@narendramodi) June 26, 2021
Let us reiterate our commitment to #ShareFactsOnDrugs and realise our vision of a Drugs Free India. Remember- addiction is neither cool nor a style statement. Sharing an old #MannKiBaat episode which contained many aspects of overcoming the drugs menace. https://t.co/0XJpOApzbX
— Narendra Modi (@narendramodi) June 26, 2021
***
SR
(Release ID: 1730523)
Visitor Counter : 167
Read this release in:
English
,
Urdu
,
Marathi
,
Hindi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam