ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସନ୍ଥ କବୀର ଦାସ ଜୀଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ପୋଷ୍ଟ କରାଯିବା ଦିନାଙ୍କ: 24 JUN 2021 3:14PM by PIB Bhubaneswar

ସନ୍ଥ କବୀର ଦାସ ଜୀଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସନ୍ଥ କବୀର ଦାସ ଜୀ ସାମାଜିକ କୁସଂସ୍କାର ବିରୁଦ୍ଧରେ କେବଳ ଲଢେଇ କରୁନଥିଲେ, ସେ ବିଶ୍ଵକୁ ପ୍ରେମ ଏବଂ ମାନବିକତାର ଶିକ୍ଷା ମଧ୍ୟ ଦେଇଥିଲେ । ସେ ଦେଖାଇଥିବା ମାର୍ଗ ପିଢି ପରେ ପିଢିଙ୍କୁ ଭାଇଚାରା ଏବଂ ଶାନ୍ତିର ପଥରେ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇବ ।

କିଛି ବର୍ଷ ପୂର୍ବେ ସନ୍ଥ କବୀର ଦାସଙ୍କ ନିର୍ବାଣ ସ୍ଥଳି ମଗର ଗସ୍ତ ବେଳର କେତେକ ଛବି ମଧ୍ୟ ପ୍ରଧାନମନ୍ତ୍ରୀ ସେୟାର କରିଥିଲେ ।

 


**********

TRP/


(ରିଲିଜ ଆଡି: 1730142) ପରିଦର୍ଶକ କାଉଣ୍ଟର : 325