ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପୂଣ୍ୟ ତିଥିରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ପୋଷ୍ଟ କରାଯିବା ଦିନାଙ୍କ: 23 JUN 2021 8:41AM by PIB Bhubaneswar

ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପୂଣ୍ୟ ତିଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଏକ ଟ୍ଵିଟ୍  ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପୂଣ୍ୟ ତିଥିରେ ଆମେ ତାଙ୍କୁ ସ୍ମରଣ କରୁଛୁ ତାଙ୍କର ଉତ୍ତମ ଆଦର୍ଶ, ସମୃଦ୍ଧ ଚିନ୍ତାଧାରା ଏବଂ ଲୋକଙ୍କ ସେବା ପାଇଁ ପ୍ରତିବଦ୍ଧତା ଆମକୁ ପ୍ରେରଣା ଯୋଗାଇବ । ରାଷ୍ଟ୍ରର ଏକତା ଦିଗରେ ତାଙ୍କର ପ୍ରୟାସକୁ କେବେବି ଭୁଲି ହେବ ନାହିଁ”

 

**********

TRP/


(ରିଲିଜ ଆଡି: 1729854) ପରିଦର୍ଶକ କାଉଣ୍ଟର : 172