ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଇରାନର ନବନିର୍ବାଚିତ ରାଷ୍ଟ୍ରପତି ମହାମହିମ ଇବ୍ରାହିମ ରାୟସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ପୋଷ୍ଟ କରାଯିବା ଦିନାଙ୍କ:
20 JUN 2021 2:01PM by PIB Bhubaneshwar
ଇରାନର ନବନିର୍ବାଚିତ ରାଷ୍ଟ୍ରପତି ମହାମହିମ ଇବ୍ରାହିମ ରାୟସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଇରାନର ନବନିର୍ବାଚିତ ରାଷ୍ଟ୍ରପତି ମହାମହିମ ଇବ୍ରାହିମ ରାୟସୀଙ୍କୁ ଶୁଭେଚ୍ଛା । ଭାରତ ଏବଂ ଇରାନ ମଧ୍ୟରେ ଥିବା ମଧୁର ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ତାଙ୍କ ସହିତ ମିଶି କାର୍ଯ୍ୟ କରିବା ଲାଗି ଇଚ୍ଛୁକ” ।
**********
TRP/
(ରିଲିଜ ଆଡି: 1728884)
ପରିଦର୍ଶକ କାଉଣ୍ଟର : 255
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam