ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଡିପିଆଇଆଇଟି ସଚିବ ଡଃ ଗୁରୁପ୍ରସାଦ ମହାପାତ୍ରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 19 JUN 2021 10:07AM by PIB Bhubaneswar

ଡିପିଆଇଆଇଟି ସଚିବ ଡଃ ଗୁରୁପ୍ରସାଦ ମହାପାତ୍ରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଡିପିଆଇଆଇଟି ସଚିବ ଡଃ ଗୁରୁପ୍ରସାଦ ମହାପାତ୍ରଙ୍କ ବିୟୋଗରେ ମୁଁ ମର୍ମାହତ । ଗୁଜୁରାଟ ଏବଂ କେନ୍ଦ୍ରରେ ବହୁ ବର୍ଷ ଧରି ମୁଁ ତାଙ୍କ ସହ କାର୍ଯ୍ୟ କରିଥିଲି । ପ୍ରଶାସନିକ ବିଷୟ ଉପରେ ତାଙ୍କର ବିଶେଷ ଜ୍ଞାନ ଥିଲା ଏବଂ ନିଜର ନୂତନ ଉତ୍ସାହ ପାଇଁ ସେ ଭଲଭାବେ ଜଣାଶୁଣା ଥିଲେ । ତାଙ୍କ ପରିବାର ଏବଂ ବନ୍ଧୁବର୍ଗଙ୍କ ପ୍ରତି ମୋର ସମବେଦନା । ଓମ୍ ଶାନ୍ତି” ।

 

**********

TRP/


(ରିଲିଜ ଆଡି: 1728469) ପରିଦର୍ଶକ କାଉଣ୍ଟର : 220