ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଡଃ ଇନ୍ଦିରା ହୃଦୟେଶଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 13 JUN 2021 1:59PM by PIB Bhubaneswar

ଡଃ ଇନ୍ଦିରା ହୃଦୟେଶଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଟ୍ଵିଟ୍ ଯୋଗେ କୁହାଯାଇଛି ଯେ, “ଡଃ ଇନ୍ଦିରା ହୃଦୟେଶ ଜୀ ବିଭିନ୍ନ ଗୋଷ୍ଠୀଭିତ୍ତିକ ସେବା କାର୍ଯ୍ୟକ୍ରମର ଅଗ୍ରଭାଗରେ ରହୁଥିଲେ । ସେ ଜଣେ ପ୍ରଭାବଶାଳୀ ବିଧାୟିକା ରୂପେ ନିଜର ପରିଚୟ ସୃଷ୍ଟି କରିଥିଲେ ଏବଂ ତାଙ୍କ ପାଖରେ ପ୍ରଚୁର ପ୍ରଶାସନିକ ଅଭିଜ୍ଞତା ଥିଲା । ତାଙ୍କ ବିୟୋଗରେ ମୁଁ ବିଶେଷ ମର୍ମାହତ । ତାଙ୍କ ପରିବାର ଓ ସମର୍ଥକଙ୍କ ପ୍ରତି ମୋର ସମବେଦନା । ଓମ୍ ଶାନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ” ।

 

**********

TRP/


(ରିଲିଜ ଆଡି: 1726818) ପରିଦର୍ଶକ କାଉଣ୍ଟର : 227