ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଶ୍ରୀ ଅମୃତଭାଇ କାଦିୱାଲାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 12 JUN 2021 7:19PM by PIB Bhubaneswar

ଶ୍ରୀ ଅମୃତଭାଇ କାଦିୱାଲାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଗୁଜରାଟର ଆରଏସଏସ ପ୍ରାନ୍ତ ନେତା ଶ୍ରୀ ଅମୃତଭାଇ କାଦିୱାଲାଙ୍କ ବିୟୋଗରେ ଦୁଃଖିତ । ତାଙ୍କର ସାମାଜିକ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ।  ଦିବଙ୍ଗତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରୁଛି ....... ଓମ୍ ଶାନ୍ତି” ।

 

**********

TRP/


(रिलीज़ आईडी: 1726666) आगंतुक पटल : 227
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam