ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଶ୍ରୀ ଡିଂକୋ ସିଂଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 10 JUN 2021 11:31AM by PIB Bhubaneshwar

ମୁଷ୍ଠୀ ଯୋଦ୍ଧା (ବକ୍ସର) ଶ୍ରୀ ଡିଂକୋ ସିଂଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି:

“ଶ୍ରୀ ଡିଂକୋ ସିଂ କ୍ରୀଡାଜଗତର ଜଣେ ପ୍ରସିଦ୍ଧ ଖେଳାଳୀ ଥିଲେ । ଜଣେ ଉଲ୍ଲେଖନୀୟ ବକ୍ସର ଯିଏକି ଅନେକ ପୁରସ୍କାର ଅର୍ଜନ କରିଥିଲେ ଏବଂ ବକ୍ସିଂର ଲୋକପ୍ରିୟତାକୁ ବୃଦ୍ଧି କରାଇବାରେ ତାଙ୍କର ବିଶେଷ ଅବଦାନ ରହିଥିଲା । ତାଙ୍କ ବିୟୋଗରେ ମୁଁ ମର୍ମାହତ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା । ଓମ୍ ଶାନ୍ତି”

 

**********

TRP/


(रिलीज़ आईडी: 1725912) आगंतुक पटल : 204
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam