ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କୋଭିଡ-୧୯ ଅପଡେଟ୍
ପୋଷ୍ଟ କରାଯିବା ଦିନାଙ୍କ:
28 MAY 2021 9:21AM by PIB Bhubaneswar
ସକ୍ରିୟ କରୋନା ମାମଲା ଆହୁରି ହ୍ରାସ ପାଇ ୨୩,୪୩,୧୫୨ ହେଲା
ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ କରୋନା ମାମଲାରେ ୭୬,୭୫୫ ହ୍ରାସ
ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ୧.୮୬ ଲକ୍ଷ ନୂଆ ମାମଲା ଚିହ୍ନଟ
ଗତ ୪୪ ଦିନରେ ଦୈନିକ ସଂକ୍ରମଣ ସବୁଠାରୁ କମ୍
ଦେଶବ୍ୟାପୀ ମୋଟ ୨,୪୮,୯୩,୪୧୦ ଜଣ କରୋନାରୁ ସୁସ୍ଥ
ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଛନ୍ତି ୨,୫୯,୪୫୯
କ୍ରମାଗତ ପଞ୍ଚଦଶ ଦିନରେ ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ସଂକ୍ରମଣ ସଂଖ୍ୟାକୁ ପଛରେ ପକାଇଛି
ସୁସ୍ଥତା ହାର ୯୦.୩୪%କୁ ବୃଦ୍ଧି
ସାପ୍ତାହିକ ପଜିଟିଭିଟି ହାର ଏବେ ଅଛି ୧୦.୪୨%
ଦୈନିକ ପଜିଟିଭିଟି ହାର ୯.୦୦%, କ୍ରମାଗତ ଚତୁର୍ଥ ଦିନରେ ଏହା ୧୦%ରୁ କମ୍ ରହିଛି
ଦେଶବ୍ୟାପୀ ଟିକାକରଣ ଅଭିଯାନରେ ୨୦.୫୭ କୋଟି ଡୋଜ୍ ଟିକା ଦିଆଯାଇଛି
ଗତ ୨୪ ଘଣ୍ଟା ମଧ୍ୟରେ ୨୦.୭ ଲକ୍ଷ ଟେଷ୍ଟ ହୋଇଥିବା ବେଳେ ଟେଷ୍ଟିଙ୍ଗ କ୍ଷମତା ବୃଦ୍ଧି ପାଇପାରିଛି
SR
(ରିଲିଜ ଆଡି: 1722565)
ପରିଦର୍ଶକ କାଉଣ୍ଟର : 206
ଏହି ରିଲିଜ ପଢନ୍ତୁ :
Malayalam
,
English
,
Urdu
,
Marathi
,
हिन्दी
,
Assamese
,
Bengali
,
Punjabi
,
Tamil
,
Telugu
,
Kannada