ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସୀତାରାମ ୟେଚୁରୀଙ୍କ ପୁତ୍ର ଆଶିଷଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
ପୋଷ୍ଟ କରାଯିବା ଦିନାଙ୍କ:
22 APR 2021 9:55AM by PIB Bhubaneswar
ଶ୍ରୀ ସୀତାରାମ ୟେଚୁରୀଙ୍କ ପୁତ୍ର ଆଶିଷଙ୍କ ଦୁଃଖଦ ଏବଂ ଅକାଳ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ପୁତ୍ର ଆଶିଷଙ୍କ ଦୁଃଖଦ ଏବଂ ଅକାଳ ବିୟୋଗରେ ଶ୍ରୀ ସୀତାରାମ ୟେଚୁରୀ ଜୀ ଏବଂ ତାଙ୍କ ପରିବାର ପ୍ରତି ମୋର ସମବେଦନା । ଓମ ଶାନ୍ତି” ।
**********
TRP/
(ରିଲିଜ ଆଡି: 1720141)
ପରିଦର୍ଶକ କାଉଣ୍ଟର : 83