ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଜ୍ୟସଭା ସାଂସଦ ଶ୍ରୀ ରାଜୀବ ସାତବଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 16 MAY 2021 11:46AM by PIB Bhubaneswar

ରାଜ୍ୟସଭା ସାଂସଦ ଶ୍ରୀ ରାଜୀବ ସାତବଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକଟ କରିଛନ୍ତି ।

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ମୋର ସଂସଦର ବନ୍ଧୁ ଶ୍ରୀ ରାଜୀବ ସାତବଙ୍କ ଦେହାନ୍ତ ଖବର ମୋତେ ଆଶ୍ଚର୍ଯ୍ୟାନ୍ଵିତ କରିଛି । ଆଗାମୀ ଦିନର ସେ ଜଣେ ସମ୍ଭାବୀ ନେତା ଥିଲେ । ତାଙ୍କ ପରିବାର, ବନ୍ଧୁବର୍ଗ ଏବଂ ସମର୍ଥକଙ୍କୁ ମୋର ସମବେଦନା । ଓମ ଶାନ୍ତି” ।

 

*********

TRP/

  
 


(ରିଲିଜ ଆଡି: 1719156) ପରିଦର୍ଶକ କାଉଣ୍ଟର : 193