ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଫେସର ଏମ ଏସ ନରସିଂହଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 16 MAY 2021 11:59AM by PIB Bhubaneshwar

ପ୍ରଫେସର ଏମ ଏସ ନରସିଂହଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି:

“ପ୍ରଫେସର ଏମ ଏସ ନରସିଂହ ଜଣେ ଉଦାହରଣୀୟ ଗଣିତଜ୍ଞ ରୂପେ ସ୍ମରଣୀୟ ହୋଇ ରହିବେ, ଯିଏକି ବିଶ୍ଵ ସ୍ତରରେ ଏକ  ଅଭୂତପୂର୍ବ ପ୍ରଭାବ ପକାଇଥିଲେ । ଗଣିତ ବ୍ୟତୀତ ନିଜର କାର୍ଯ୍ୟ ପାଇଁ ମଧ୍ୟ ସେ ଏକ ଛାପ ଛାଡିଯାଇଛନ୍ତି ।  ତାଙ୍କ ବିୟୋଗରେ ମୁଁ ମର୍ମାହତ । ତାଙ୍କ ପରିବାର ଏବଂ ବନ୍ଧୁବର୍ଗଙ୍କ ପ୍ରତି ମୋର ସମବେଦନା । ଓମ ଶାନ୍ତି” ।

 

**********

TRP/



(Release ID: 1719152) Visitor Counter : 148