ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତର ସମୁଦାୟ ଟିକାକରଣ କଭରେଜ ୧୮ କୋଟି ଅତିକ୍ରମ କଲା

୧୮-୪୪ ବୟସ ବର୍ଗର ୪୨ ଲକ୍ଷରୁ ଅଧିକ ହିତାଧିକାରୀ ଟିକା ନେଇ ସାରିଲେଣି

ଗତ ପାଞ୍ଚ ଦିନ ଧରି ଲଗାତର ଚତୁର୍ଥ ଥର ପାଇଁ ୨୪ ଘଣ୍ଟାରେ ସୁସ୍ଥ ସଂଖ୍ୟା ନୂଆ କୋଭିଡ ମାମଲା ଠାରୁ ଅଧିକ ରହିଛି

ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲା ସଂଖ୍ୟା ୩୧,୦୯୧ ହ୍ରାସ ହୋଇଛି

କୋଭିଡ-୧୯ ବିରୋଧୀ ଲଢେଇ ପାଇଁ ମିଳୁଥିବା ଆନ୍ତର୍ଜାତିକ ରିଲିଫ ସାମଗ୍ରୀ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଯଥାଶୀଘ୍ର ଆବଣ୍ଟିତ କରାଯାଉଛି

Posted On: 15 MAY 2021 11:22AM by PIB Bhubaneshwar

ଦେଶବ୍ୟାପି ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଅନ୍ତର୍ଗତ ଦେଶରେ ସମୁଦାୟ ୧୮କୋଟିରୁ ଅଧିକ କୋଭିଡ- ୧୯ ଟିକା ଡୋଜ ପ୍ରଦାନ କରାଯାଇଛି ।

ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ଅସ୍ଥାୟୀ ରିପୋର୍ଟ ଅନୁଯାୟୀ ୨୬,୦୨,୪୩୫ ସେସନରେ ସମୁଦାୟ ୧୮,୦୪,୫୭,୫୭୯ ଟିକା ଡୋଜ ପ୍ରଦାନ କରାଯାଇଛି । ଏଥିରେ ୯୬,୨୭,୬୫୦ ଏଚସିଡବ୍ଲୁ ପ୍ରଥମ ଡୋଜ ଓ ୬୬,୨୨,୦୪୦ ଏଚସିଡବ୍ଲୁ ଦ୍ୱିତୀୟ ଡୋଜ, ୧,୪୩,୬୫,୮୭୧ ଏଫଏଲଡବ୍ଲୁ (ପ୍ରଥମ ଡୋଜ), ୮୧,୪୯,୬୧୩ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ), ୧୮-୪୫ ବୟସ ବର୍ଗର ୪୨,୫୮,୭୫୬ ହିତାଧିକାରୀ (ପ୍ରଥମ ଡୋଜ), ୫,୬୮,୦୫,୭୭୨ (ପ୍ରଥମ ଡୋଜ) ଓ ୪୫ରୁ ୬୦ ବୟସ ବର୍ଗର ୮୭,୫୬,୩୧୩ ଦ୍ୱିତୀୟ ଡୋଜ ହିତାଧିକାରୀ ସାମିଲ ଅଛନ୍ତି । ୬୦ରୁ ଅଧିକ ବର୍ଷ ବୟସର ୫,୪୩,୧୭,୬୪୬ ପ୍ରଥମ ଡୋଜ ହିତାଧିକାରୀ ଓ ୧,୭୫,୫୩,୯୧୮ ଦ୍ୱିତୀୟ ଡୋଜ ହିତାଧିକାରୀ ରହିଛନ୍ତି । 

HCWs

1st Dose

96,27,650

2nd Dose

66,22,040

FLWs

1st Dose

1,43,65,871

2nd Dose

81,49,613

Age Group 18-44 years

1st Dose

42,58,756

Age Group 45 to 60 years

1st Dose

5,68,05,772

2nd Dose

87,56,313

Over 60 years

1st Dose

5,43,17,646

2nd Dose

1,75,53,918

 

Total

18,04,57,579

ଦେଶରେ ପ୍ରଦାନ କରାଯାଇଥିବା ସମୁଦାୟ ଟିକା ଡୋଜର ୬୬.୭୩ ପ୍ରତିଶତ ୧୦ଟି ରାଜ୍ୟରେ ପ୍ରଦାନ କରାଯାଇଛି ।    

ଗତ ୨୪ ଘଣ୍ଟାରେ ୧୮- ୪୪ ବୟସ ବର୍ଗର ୩,୨୮,୨୧୬ ହିତାଧିକାରୀ ପ୍ରଥମ ଡୋଜ କୋଭିଡ ଟିକା ନେଇଛନ୍ତି  ଓ ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବା ପରଠାରୁ ୩୨ ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳରେ ସମୁଦାୟ ୪୨,୫୮,୭୫୬ ଟିକା ଦିଆଯାଇଛି । ନିମ୍ନ ଟେବଲରେ ଏପର୍ଯ୍ୟନ୍ତ ୧୮- ୪୪ ବୟସ ବର୍ଗଙ୍କୁ ପ୍ରଦାନ କରାଯାଇଥିବା ସମୁଦାୟ ଟିକା ଡୋଜ ପ୍ରଦର୍ଶିତ ହୋଇଛି ।

S. No.

States

Total

1

A & N Islands

1,176

2

Andhra Pradesh

2,624

3

Assam

1,60,139

4

Bihar

5,08,034

5

Chandigarh

974

6

Chhattisgarh

1,028

7

Dadra & Nagar Haveli

1,663

8

Daman & Diu

2,036

9

Delhi

5,26,232

10

Goa

1,858

11

Gujarat

4,50,980

12

Haryana

3,99,946

13

Himachal Pradesh

14

14

Jammu & Kashmir

30,642

15

Jharkhand

32,469

16

Karnataka

1,08,059

17

Kerala

1,364

18

Ladakh

86

19

Madhya Pradesh

1,36,369

20

Maharashtra

6,40,922

21

Meghalaya

1,920

22

Nagaland

4

23

Odisha

1,23,086

24

Puducherry

2

25

Punjab

6,403

26

Rajasthan

6,14,253

27

Tamil Nadu

28,241

28

Telangana

500

29

Tripura

2

30

Uttar Pradesh

3,66,239

31

Uttarakhand

88,277

32

West Bengal

23,214

Total

42,58,756

ଗତ ୨୪ ଘଣ୍ଟାରେ ୧୧ ଲକ୍ଷରୁ ଅଧିକ ଟିକା ଡୋଜ ପ୍ରଦାନ କରାଯାଇଛି । ଟିକାକରଣ ଅଭିଯାନର ୧୧୯ ଦିନ ସୁଦ୍ଧା (ମଇ ୧୪, ୨୦୨୧) ୧୧,୦୩,୬୨୫ ଟିକା ଡୋଜ ପ୍ରଦାନ କରାଯାଇଛି । ୧୧,୬୨୮ ସେସନରେ ୬,୨୯,୪୪୫ ହିତାଧିକାରୀ ପ୍ରଥମ ଡୋଜ ଓ ୪,୭୪,୧୮୦ ହିତାଧିକାରୀ ଦ୍ୱିତୀୟ ଡୋଜ ଟିକା ନେଇଛନ୍ତି ।

Date: 14thMay,2021 (Day-119)

HCWs

1stDose

8,861

2ndDose

16,604

FLWs

1stDose

39,258

2nd Dose

31,058

18-44 years

1st Dose

3,28,316

45 to 60 years

1stDose

1,83,313

2nd Dose

2,04,871

Over 60 years

1stDose

69,697

2nd Dose

2,21,647

Total Achievement

1stDose

6,29,445

2ndDose

4,74,180

ଭାରତର ସମୁଦାୟ ସୁସ୍ଥ ସଂଖ୍ୟା ଆଜି ୨,୦୪,୩୨,୮୯୮ ଅତିକ୍ରମ କରିଛି । ଜାତୀୟ ଆରୋଗ୍ୟ ହାର ୮୩.୮୩ ପ୍ରତିଶତ ରହିଛି ।

ଗତ ୨୪ ଘଣ୍ଟାରେ ୩,୫୩,୨୯୯ ସୁସ୍ଥ ହୋଇଥିବା ପଞ୍ଜିକୃତ ହୋଇଛି । ଗତ ପାଞ୍ଚ ଦିନରେ ଲଗାତର ଚତୁର୍ଥ ଥର ପାଇଁ ୨୪ ଘଣ୍ଟାରେ ସୁସ୍ଥ ସଂଖ୍ୟା ନୂଆ କୋଭିଡ ମାମଲା ଠାରୁ ଅଧିକ ରହିଛି ।

ଦଶଟି ରାଜ୍ୟରେ ୭୦.୪୯ ପ୍ରତିଶତ ନୂଆ ରୋଗୀ ସୁସ୍ଥ ହୋଇଛନ୍ତି ।

ଆଜି ଭାରତର ସମୁଦାୟ ସକ୍ରିୟ ମାମଲା ୩୬, ୭୩,୮୦୨କୁ ହ୍ରାସ ପାଇଛି । ଏହା ଦେଶର ସମୁଦାୟ ପଜିଟିଭ ମାମଲାର ୧୫.୦୭ ପ୍ରତିଶତ ।

ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲା ସଂଖ୍ୟାରେ ୩୧,୦୯୧ ହ୍ରାସ ପଞ୍ଜିକୃତ ହୋଇଛି ।

ଭାରତର ସମୁଦାୟ ମାମଲାର ୭୭.୨୬ ପ୍ରତିଶତ ୧୧ଟି ରାଜ୍ୟରେ ପଞ୍ଜିକୃତ ହୋଇଛି ।

ନିମ୍ନ ଗ୍ରାଫରେ ଗତ ୨୪ ଘଣ୍ଟାରେ ରାଜ୍ୟଗୁଡିକର ସକ୍ରିୟ ମାମଲାରେ ହୋଇଥିବା ପରିବର୍ତ୍ତନ ପ୍ରଦର୍ଶିତ ହୋଇଛି ।

ନିମ୍ନ ଗ୍ରାଫରେ ଗତ ୧୫ ଦିନରେ ରାଜ୍ୟଗୁଡିକରେ ସକ୍ରିୟ ମାମଲାରେ ହୋଇଥିବା ପରିବର୍ତ୍ତନ ପ୍ରଦର୍ଶିତ ହୋଇଛି ।

କୋଭିଡ-୧୯ ବିରୋଧୀ ଲଢେଇ ପାଇଁ ମିଳୁଥିବା ଅନ୍ତର୍ଜାତିକ ରିଲିଫ ସହାୟତା ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଯଥାଶୀଘ୍ର ଆବଣ୍ଟିତ କରାଯାଉଛି । ଏପର୍ଯ୍ୟନ୍ତ ମୋଟ ୧୦, ୭୯୬ ଅକ୍ସିଜେନ କନସେଣ୍ଟଟ୍ରେଟର, ୧୨,୨୬୯ ଅକ୍ସିଜେନ ସିଲିଣ୍ଡର, ୧୯ ଅକ୍ସିଜେନ ଜେନେରେସନ ପ୍ଳାଣ୍ଟ, ୬,୪୯୭ ଭେଣ୍ଟିଲେଟର/ ବିଆଇ ପିଏପି, ୪.୨ ଲକ୍ଷରୁ ଅଧିକ ଭାଏଲ ରେମଡେସିଭିର ଇଞ୍ଜେକ୍ସନ ସଡକ ଓ ଆକାଶ ମାର୍ଗରେ ବିତରଣ କରାଯାଇଛି/ପଠାଯାଇଛି ।

ଗତ ୨୪ ଘଣ୍ଟାରେ ୩,୨୬,୦୯୮ ନୂଆ ମାମଲା ପଞ୍ଜିକୃତ ହୋଇଛି ।

ଗତ ୨୪ ଘଣ୍ଟାରେ ଦଶଟି ରାଜ୍ୟରେ ୭୪.୮୫ ପ୍ରତିଶତ ନୂଆ ମାମଲା ପଞ୍ଜିକୃତ ହୋଇଛି ।

କର୍ଣ୍ଣାଟକରେ ସର୍ବାଧିକ ୪୧,୭୭୯ ନୂଆ ମାମଲା ପଞ୍ଜିକୃତ ହୋଇଛି । ଏହା ପଛକୁ ମହାରାଷ୍ଟ୍ରରେ ୩୯,୯୨୩ ନୂଆ ମାମଲା ପଞ୍ଜିକୃତ ହୋଇଥିବା ବେଳେ କେରଳରେ ୩୪,୬୯୪ ନୂଆ ମାମଲା ପଞ୍ଜିକୃତ ହୋଇଛି ।

ଜାତୀୟ ମୃତ୍ୟୁ ହାର ୧.୦୯ ପ୍ରତିଶତ ରହିଛି ।

ଗତ ୨୪ ଘଣ୍ଟାରେ ୩,୮୯୦ ମୃତ୍ୟୁ ପଞ୍ଜିକୃତ ହୋଇଛି ।

୧୦ଟି ରାଜ୍ୟରେ ୭୨.୧୯ ପ୍ରତିଶତ ନୂଆ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ୬୯୫ ମୃତ୍ୟୁ ହୋଇଥିବା ବେଳେ କର୍ଣ୍ଣାଟକରେ ଦୈନିକ ୩୭୩ ମୃତ୍ୟୁ ହୋଇଛି ।

SR



(Release ID: 1718859) Visitor Counter : 213