ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମହାରାଣା ପ୍ରତାପଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

प्रविष्टि तिथि: 09 MAY 2021 10:40AM by PIB Bhubaneswar

ମହାରାଣା ପ୍ରତାପଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମହାରାଣା ପ୍ରତାପ ତାଙ୍କର ଅପୂର୍ବ ବୀରତ୍ୱ, ସାହସ ଏବଂ ରଣ କୌଶଳ ଦ୍ୱାରା ମା ଭାରତୀଙ୍କୁ ଗର୍ବିତ କରିଛନ୍ତି । ମାତୃଭୂମି ପ୍ରତି ତାଙ୍କର ବଳିଦାନ ଏବଂ ଉତ୍ସର୍ଗୀକୃତତା ସର୍ବଦା ସ୍ମରଣୀୟ ହୋଇ ରହିବ, ବୋଲି ଶ୍ରୀ ମୋଦୀ କହିଛନ୍ତି ।

 

**********

TRP/
 


(रिलीज़ आईडी: 1717195) आगंतुक पटल : 287
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam