ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଯୋଗ ଗୁରୁ ସ୍ଵାମୀ ଆଧ୍ୟାତ୍ମାନନ୍ଦ ଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 08 MAY 2021 3:37PM by PIB Bhubaneswar

ଯୋଗ ଗୁରୁ ସ୍ଵାମୀ ଆଧ୍ୟାତ୍ମାନନ୍ଦ ଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଏବଂ ଗଭୀର ଆଧ୍ୟାତ୍ମିକ ବିଷୟ ବର୍ଣ୍ଣନା କରିବାରେ ତାଙ୍କ ସରଳ ଉପାୟକୁ ସ୍ମରଣ କରିଛନ୍ତି  ପ୍ରଧାନମନ୍ତ୍ରୀ ମନେ ପକାଇଛନ୍ତି ଯେ,

କିଭଳି ଯୋଗ ଶିକ୍ଷା ସହିତ ସ୍ଵାମୀ ଜୀ ଅହମ୍ମଦାବାଦର ଶିବାନନ୍ଦ ଆଶ୍ରମ ଦ୍ୱାରା ପରିଚାଳିତ ଅନେକ ଗଠନମୂଳକ କାର୍ଯ୍ୟକଳାପ ମାଧ୍ୟମରେ ସମାଜକୁ ସେବା ମଧ୍ୟ କରୁଥିଲେ

 

**********

TRP/


(ରିଲିଜ ଆଡି: 1717101) ପରିଦର୍ଶକ କାଉଣ୍ଟର : 240