ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଶ୍ରୀ ଜଗମୋହନଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 04 MAY 2021 8:55AM by PIB Bhubaneswar

ଶ୍ରୀ ଜଗମୋହନଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକଟ କରିଛନ୍ତି ।

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି:

ଜଗମୋହନ ଜୀଙ୍କର ଦେହାନ୍ତ ଆମ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି । ସେ ଜଣେ ଆଦର୍ଶ ପ୍ରଶାସକ ତଥା ପ୍ରଖ୍ୟାତ ପଣ୍ଡିତ ଥିଲେ । ସେ ସର୍ବଦା ଭାରତର ଉନ୍ନତି ଦିଗରେ କାର୍ଯ୍ୟ କରୁଥିଲେ । ତାଙ୍କର ମନ୍ତ୍ରୀତ୍ଵ କାର୍ଯ୍ୟକାଳରେ ଅନେକ ନୂତନ ନୀତି ପ୍ରଣୟନ ହୋଇଥିଲା । ତାଙ୍କ ପରିବାର ତଥା ପ୍ରଶଂସକଙ୍କୁ ସମବେଦନା । ଓମ୍ ଶାନ୍ତି” ।

 

**********

TRP/


(रिलीज़ आईडी: 1715907) आगंतुक पटल : 203
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam