ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗୁଜରାଟ ଓ ମହାରାଷ୍ଟ୍ର ରାଜ୍ୟ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 01 MAY 2021 9:50AM by PIB Bhubaneshwar

ଗୁଜରାଟ ଓ ମହାରାଷ୍ଟ୍ର ରାଜ୍ୟ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି:

“ଆଜି, ଗୁଜରାଟ ଓ ମହାରାଷ୍ଟ୍ର ସେମାନଙ୍କ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ କରୁଛନ୍ତି ଉଭୟ ରାଜ୍ୟରେ ଅତ୍ୟନ୍ତ ଉତ୍ତମ ଲୋକ ବସବାସ କରନ୍ତି, ଯେଉଁମାନଙ୍କର ଜାତୀୟ ଅଭିବୃଦ୍ଧିରେ ଉଲ୍ଲେଖନୀୟ ଅବଦାନ ରହିଛି । ଏହି ରାଜ୍ୟଗୁଡିକ କୋଭିଡ-19 ବିରୁଦ୍ଧରେ ସଫଳ ଲଢେଇ କରନ୍ତୁ ଏବଂ ଲୋକମାନେ ଉତ୍ତମ ସ୍ୱାସ୍ଥ୍ୟର ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ”

 

**********

TRP/



(Release ID: 1715332) Visitor Counter : 155