ପୋଷ୍ଟ କରାଯିବା ଦିନାଙ୍କ:
25 APR 2021 8:41PM by PIB Bhubaneswar
ପାଣ୍ଡିତ ରାଜନ ମିଶ୍ରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ଏକ ଟ୍ଵିଟ୍ ମାଧ୍ୟମରେ ଶ୍ରୀ ମୋଦୀ କହିଛନ୍ତି ଯେ, “ଶାସ୍ତ୍ରୀୟ ସଙ୍ଗୀତ ଜଗତରେ ପଣ୍ଡିତ ରାଜନ ମିଶ୍ର ଏକ ଅଲିଭା ଚିହ୍ନ ଛାଡି ଯାଇଛନ୍ତି । ଶ୍ରୀ ମିଶ୍ରଙ୍କ ବିଦାୟରେ ବନାରସ ଘରାନା ସହିତ ଜଡିତ କଳା ଏବଂ ସଙ୍ଗୀତ ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଛି । ଏହି ଦୁଃଖଦ ସମୟରେ ପ୍ରଧାନମନ୍ତ୍ରୀ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା ଜଣାଇଛନ୍ତି ।
**********
TRP/