ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କୋଭିଡ-19 ସ୍ଥିତି ସମୀକ୍ଷା ଲାଗି ଉଚ୍ଚସ୍ତରୀୟ ବୈଠକ କାରଣରୁ ପଶ୍ଚିମବଙ୍ଗ ଗସ୍ତ ବାତିଲ କଲେ ପ୍ରଧାନମନ୍ତ୍ରୀ
Posted On:
22 APR 2021 5:39PM by PIB Bhubaneshwar
ଆସନ୍ତାକାଲି ବର୍ତ୍ତମାନର କୋଭିଡ-19 ସ୍ଥିତିର ସମୀକ୍ଷା ନିମନ୍ତେ ପ୍ରଧାନମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ।
ଶ୍ରୀ ମୋଦୀ ଟ୍ବିଟ୍ କରିଛନ୍ତି, “ଆସନ୍ତାକାଲି, ବର୍ତ୍ତମାନର କୋଭିଡ-19 ସ୍ଥିତି ସମୀକ୍ଷା ଲାଗି ଏକ ଉଚ୍ଚସ୍ତରୀୟ ବୈଠକରେ ଅଂଶଗ୍ରହଣ କରିବି। ଏହି କାରଣରୁ, ମୁଁ ପଶ୍ଚିମବଙ୍ଗ ଗସ୍ତରେ ଯିବି ନାହିଁ।”
*********
P.S
(Release ID: 1713441)
Visitor Counter : 230
Read this release in:
English
,
Urdu
,
Marathi
,
Hindi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam