ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ନାଗରିକ ସେବା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 21 APR 2021 9:19AM by PIB Bhubaneswar

ନାଗରିକ ସେବା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ପ୍ରଶାସନିକ ଅଧିକାରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଶ୍ରୀ ମୋଦୀ ଏକ ଟ୍ଵିଟ୍‌ରେ କହିଛନ୍ତି :

“ନାଗରିକ ସେବା ଦିବସ ଅବସରରେ ସମସ୍ତ ସେବା ପ୍ରଦାନକାରୀ ପ୍ରଶାସନିକ ଅଧିକାରୀଙ୍କୁ ଶୁଭେଚ୍ଛା । ବିଭିନ୍ନ ଅଞ୍ଚଳରେ ଏବଂ ବିଭିନ୍ନ କ୍ଷେତ୍ରରେ, ସେମାନେ ଆମ ସମାଜକୁ ସାହାଯ୍ୟ କରିବା ସହ ରାଷ୍ଟ୍ରର ପ୍ରଗତି ଦିଗରେ ନିରନ୍ତର କାର୍ଯ୍ୟ କରୁଛନ୍ତି । ସମାନ ଉତ୍ସାହର ସହିତ ସେମାନେ ରାଷ୍ଟ୍ର ସେବା ଜାରି ରଖନ୍ତୁ” ।

 

**********

TRP/


(ରିଲିଜ ଆଡି: 1713201) ପରିଦର୍ଶକ କାଉଣ୍ଟର : 304