ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପବିତ୍ର ରମଜାନ ମାସ ଆରମ୍ଭରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 13 APR 2021 10:03PM by PIB Bhubaneswar

ପବିତ୍ର ରମଜାନ ମାସ ଆରମ୍ଭରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟ୍ଵିଟ୍ ମାଧ୍ୟମରେ ଶ୍ରୀ ମୋଦୀ କହିଛନ୍ତି, “ରମଜାନ ଅସହାୟ ତଥା ବଞ୍ଚିତ ଲୋକଙ୍କ ସେବା କରିବାର ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରିଥାଏ । ଏହା ସମାନତା, ଭ୍ରାତୃତ୍ୱ ଏବଂ କରୁଣାର ମହତ୍ତ୍ୱକୁ ମଧ୍ୟ ଦୃଢତାର ସହିତ ସୂଚାଏ” ।

 

**********

TRP/


(ରିଲିଜ ଆଡି: 1711722) ପରିଦର୍ଶକ କାଉଣ୍ଟର : 200