ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁରଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

Posted On: 09 APR 2021 8:17PM by PIB Bhubaneshwar

ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁରଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି:

“ମହାନ ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁରଙ୍କ ଜୟନ୍ତୀରେ ମୁଁ ପ୍ରଣାମ ଜଣାଉଛି । ତାଙ୍କ ଜୀବନ ଏବଂ ଆଦର୍ଶ ଅନେକ ଲୋକଙ୍କୁ ଶକ୍ତି ଯୋଗାଇ ଆସୁଛି । ସେ ଶିକ୍ଷା ଏବଂ ସାମାଜିକ ସଶକ୍ତିକରଣକୁ ବହୁତ ଗୁରୁତ୍ୱ ଦେଇଥିଲେ ତାଙ୍କର ମୂଲ୍ୟବୋଧ ଓ ସହାନୁଭୂତିଶୀଳ ପ୍ରକୃତି ମାତୁଆ ସମ୍ପ୍ରଦାୟରେ ପ୍ରତିଫଳିତ ହୋଇଛି” ।

 

ପ୍ରଧାନମନ୍ତ୍ରୀ ତାଙ୍କ ଓରାକାଣ୍ଡି ଠାକୁର ବାଡ଼ି ଗସ୍ତ ସମୟରେ ପ୍ରଦାନ କରିଥିବା ନିଜର ଭାଷଣ ବାଣ୍ଟିଛନ୍ତି ।

“କିଛି ସପ୍ତାହ ପୂର୍ବରୁ ମୁଁ ଓରାକାଣ୍ଡି ଠାକୁର ବାଡ଼ିରେ ଥିଲି । ମୁଁ ସେହି ମୂହୁର୍ତ୍ତଗୁଡ଼ିକୁ ସବୁବେଳେ ଅନୁଭବ କରୁଥିବି । "

 

**********

TRP/



(Release ID: 1710800) Visitor Counter : 163