ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶ୍ରୀ ନନ୍ଦକୁମାର ସିଂ ଚୌହାନଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ
ପୋଷ୍ଟ କରାଯିବା ଦିନାଙ୍କ:
02 MAR 2021 11:00AM by PIB Bhubaneswar
ଶ୍ରୀ ନନ୍ଦକୁମାର ସିଂ ଚୌହାନଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଖଣ୍ଡୱା ଲୋକସଭା ସାଂସଦ ଶ୍ରୀ ନନ୍ଦକୁମାର ସିଂ ଚୌହାନ ଜୀଙ୍କ ଦେହାନ୍ତରେ ମର୍ମାହତ । ସମଗ୍ର ମଧ୍ୟପ୍ରଦେଶରେ ବିଜେପିକୁ ମଜବୁତ କରିବା ପାଇଁ ସଂସଦୀୟ କାର୍ଯ୍ୟ, ସାଂଗଠନିକ ଦକ୍ଷତା ତଥା ଉଦ୍ୟମ ପାଇଁ ସେ ସ୍ମରଣୀୟ ହୋଇ ରହିବେ । ତାଙ୍କ ପରିବାର ପ୍ରତି ମୋର ସମବେଦନା । ଓମ୍ ଶାନ୍ତି" ।
**********
TRP/
(ରିଲିଜ ଆଡି: 1702061)
ପରିଦର୍ଶକ କାଉଣ୍ଟର : 168
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam