ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୋଭିଡ-19 ଟୀକାର ପ୍ରଥମ ଡୋଜ୍ ନେଲେ ପ୍ରଧାନମନ୍ତ୍ରୀ

Posted On: 01 MAR 2021 7:49AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ଏମ୍ସ ଠାରେ କୋଭିଡ-19 ଟୀକାର ପ୍ରଥମ ଡୋଜ୍ ନେଇଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଏମ୍ସ ଠାରେ କୋଭିଡ-19 ଟୀକାର ପ୍ରଥମ ଡୋଜ୍ ନେଲି କୋଭିଡ-19 ବିରୋଧରେ ବିଶ୍ବର ଲଢ଼େଇକୁ ମଜଭୁତ କରିବା ଲାଗି ଅତି ଅଳ୍ପ ସମୟରେ ଆମର ଡାକ୍ତର ବୈଜ୍ଞାନିକମାନେ ଯେପରି କାର୍ଯ୍ୟ କରିଛନ୍ତି ତାହା ପ୍ରଶଂସନୀୟ ଟୀକା ନେବା ଲାଗି ଯୋଗ୍ୟ ସମସ୍ତଙ୍କୁ ମୁଁ ନିବେଦନ କରୁଛି, ଆସନ୍ତୁ, ଭାରତକୁ କୋଭିଡ-19 ମୁକ୍ତ କରିବା

 

*********

P.S



(Release ID: 1701646) Visitor Counter : 241