ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଅରୁଣାଚଳ ପ୍ରଦେଶର ସ୍ଥାପନା ଦିବସରେ ରାଜ୍ୟ ବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 20 FEB 2021 10:01AM by PIB Bhubaneshwar

ଅରୁଣାଚଳ ପ୍ରଦେଶର ସ୍ଥାପନା ଦିବସରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ଶୁଭେଚ୍ଛା ଜଣାଇଛନ୍ତି

ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଅରୁଣାଚଳ ପ୍ରଦେଶର ସୁନ୍ଦର ଅଧିବାସୀମାନଙ୍କୁ ସେମାନଙ୍କ ରାଜ୍ୟ ସ୍ଥାପନାର ସ୍ଵତନ୍ତ୍ର ଦିବସ ଅବସରରେ ଅନେକ ଅନେକ ଶୁଭ କାମନାଏହି ରାଜ୍ୟର ଲୋକମାନେ ସେମାନଙ୍କର ସଂସ୍କୃତି, ସାହସ ଏବଂ ଭାରତର ବିକାଶ ପାଇଁ ଦୃଢ ପ୍ରତିବଦ୍ଧତା ଲାଗି ବେଶ ଜଣାଶୁଣା ଅରୁଣାଚଳ ପ୍ରଦେଶ ପ୍ରଗତିର ନୂତନ ଶିଖର ଛୁଇଁବା ନେଇ ଆଶା କରୁଛି ।

 

**********

TRP/


(रिलीज़ आईडी: 1699632) आगंतुक पटल : 205
इस विज्ञप्ति को इन भाषाओं में पढ़ें: Assamese , English , Urdu , Marathi , हिन्दी , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam