ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ବିଶ୍ୱରେ ତୃତୀୟ, ଭାରତରେ ମୋଟ ଟିକାକରଣ ୯୪ ଲକ୍ଷକୁ ଟପିଲା
ମୋଟ ସୁସ୍ଥଙ୍କ ସଂଖ୍ୟା ଉଦ୍ଧ୍ୱର୍ମୁଖୀ ରହିଛି । ସୁସ୍ଥଙ୍କ ସଂଖ୍ୟା ମୋଟ ଆକ୍ରାନ୍ତଙ୍କ ୯୭%ରୁ ଅଧିକ ବିଗତ ୨୪ ଘଣ୍ଟାରେ ୧୬ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି କୋଭିଡ-୧୯ ମୃତ୍ୟୁ ହୋଇନାହିଁ
Posted On:
18 FEB 2021 10:52AM by PIB Bhubaneshwar
ଯୁକ୍ତରାଷ୍ଟ୍ର ଆମେରିକା ଏବଂ ବ୍ରିଟେନ ପରେ ଏପର୍ଯ୍ୟନ୍ତ ବିଶ୍ୱରେ ଭାରତରେ ହିଁ ସବୁଠାରୁ ଅଧିକ କୋଭିଡ ଟିକାକରଣ ହୋଇଛି । ୨୦୨୧ ଫେବ୍ରୁଆରୀ ୧୮ ତାରିଖ ସକାଳ ୮ଟା ସୁଦ୍ଧା ଭାରତରେ ସ୍ୱାସ୍ଥ୍ୟକର୍ମୀ (ଏଚସିଡବ୍ଲୁ) ସମ୍ମୁଖ ଯୋଦ୍ଧା (ଏଫଏଲଡବ୍ଲୁ) ମାନଙ୍କ ଟିକାକରଣ ୯୪ ଲକ୍ଷକୁ ଅତିକ୍ରମ କରିଛି ।
ଆଜି ସକାଳ ୮ଟା ସୁଦ୍ଧା ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି, ୧,୯୯୩୦୫ ସେସନରେ ୯୪,୨୨,୨୨୮ ଟିକା ପ୍ରଦାନ କରାଯାଇଛି । ଏହା ମଧ୍ୟରେ ସ୍ୱାସ୍ଥ୍ୟକର୍ମୀ (ଏଚସିଡବ୍ଲୁ)ଙ୍କ ପ୍ରଥମ ଡୋଜ୍ ୬୧,୯୬,୬୪୧, ଦ୍ୱିତୀୟ ଡୋଜ୍ ୩,୬୯,୧୬୭ ଏବଂ ସମ୍ମୁଖ ଯୋଦ୍ଧା (ଏଫଏଲଡବ୍ଲୁ) ଙ୍କ ପ୍ରଥମ ଡୋଜ୍ ୨୮,୫୬,୪୨୦ ରହିଛି ।
୨୦୨୧ ଫେବ୍ରୁଆରୀ ୧୩ ତାରିଖରେ କୋଭିଡ-୧୯ ଟିକାକରଣର ଦ୍ୱିତୀୟ ଡୋଜ୍ ପ୍ରଦାନ ଆରମ୍ଭ ହୋଇଛି । ପ୍ରଥମ ଡୋଜ୍ ନେବାର ୨୮ ଦିନ ଯେଉଁମାନଙ୍କର ହୋଇଛି ସେମାନଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଉଛି । ୨୦୨୧ ଫେବ୍ରୁଆରୀ ୨ ତାରିଖରୁ ସମ୍ମୁଖ ଯୋଦ୍ଧାମାନଙ୍କ ଟିକାକରଣ ଆରମ୍ଭ ହୋଇଛି ।
S.
No.
|
State/UT
|
Beneficiaries vaccinated
|
1st Dose
|
2nd Dose
|
Total Doses
|
1
|
A & N Islands
|
4,045
|
182
|
4,227
|
2
|
Andhra Pradesh
|
3,76,308
|
35,475
|
4,11,783
|
3
|
Arunachal Pradesh
|
16,613
|
1,574
|
18,187
|
4
|
Assam
|
1,31,651
|
5,573
|
1,37,224
|
5
|
Bihar
|
5,02,903
|
15,192
|
5,18,095
|
6
|
Chandigarh
|
10,583
|
277
|
10,860
|
7
|
Chhattisgarh
|
3,08,551
|
9,829
|
3,18,380
|
8
|
Dadra & Nagar Haveli
|
4,143
|
94
|
4,237
|
9
|
Daman & Diu
|
1,480
|
94
|
1,574
|
10
|
Delhi
|
2,28,911
|
7,651
|
2,36,562
|
11
|
Goa
|
13,692
|
354
|
14,046
|
12
|
Gujarat
|
6,99,443
|
17,801
|
7,17,244
|
13
|
Haryana
|
2,01,675
|
8,009
|
2,09,684
|
14
|
Himachal Pradesh
|
87,499
|
4,306
|
91,805
|
15
|
Jammu & Kashmir
|
1,59,765
|
2,501
|
1,62,266
|
16
|
Jharkhand
|
2,32,671
|
7,541
|
2,40,212
|
17
|
Karnataka
|
5,10,696
|
54,397
|
5,65,093
|
18
|
Kerala
|
3,79,034
|
16,153
|
3,95,187
|
19
|
Ladakh
|
3,856
|
290
|
4,146
|
20
|
Lakshadweep
|
1,809
|
115
|
1,924
|
21
|
Madhya Pradesh
|
5,97,537
|
0
|
5,97,537
|
22
|
Maharashtra
|
7,64,965
|
16,835
|
7,81,800
|
23
|
Manipur
|
32,748
|
777
|
33,525
|
24
|
Meghalaya
|
21,221
|
470
|
21,691
|
25
|
Mizoram
|
12,976
|
585
|
13,561
|
26
|
Nagaland
|
16,502
|
1,750
|
18,252
|
27
|
Odisha
|
4,21,142
|
18,248
|
4,39,390
|
28
|
Puducherry
|
6,959
|
395
|
7,354
|
29
|
Punjab
|
1,12,231
|
3,051
|
1,15,282
|
30
|
Rajasthan
|
7,44,741
|
15,334
|
7,60,075
|
31
|
Sikkim
|
9,509
|
251
|
9,760
|
32
|
Tamil Nadu
|
2,95,338
|
14,039
|
3,09,377
|
33
|
Telangana
|
2,79,534
|
53,701
|
3,33,235
|
34
|
Tripura
|
75,565
|
2,361
|
77,926
|
35
|
Uttar Pradesh
|
9,16,568
|
18,394
|
9,34,962
|
36
|
Uttarakhand
|
1,23,656
|
3,063
|
1,26,719
|
37
|
West Bengal
|
5,57,880
|
15,866
|
5,73,746
|
38
|
Miscellaneous
|
1,88,661
|
16,639
|
2,05,300
|
Total
|
90,53,061
|
3,69,167
|
94,22,228
|
ଟିକାକରଣର ୩୩ ତମ ଦିନରେ (୨୦୨୧ ଫେବ୍ରୁଆରୀ ୧୮)ରେ ୭୯୩୨ ସେସନରେ ମୋଟ ୪,୨୨,୯୯୮ ଟିକା ଦିଆଯାଇଛି । ଏଥିରୁ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ୩,୩୦,୨୦୮ ଏବଂ ଦ୍ୱିତୀୟ ଡୋଜ୍ ୯୨,୭୯୦ ଦିଆଯାଇଛି ।
ମୋଟ ଦିଆଯାଇଥିବା ଦ୍ୱିତୀୟ ଡୋଜରୁ ୫୮.୨୦% ଦିଆଯାଇଛି ୭ଟି ରାଜ୍ୟରେ । କର୍ଣ୍ଣାଟକରେ କେବଳ ଦିଆଯାଇଛି ୧୪.୭୪% (୫୪,୩୯୭ ଡୋଜ୍) ।

କୋଭିଡ-୧୯ ଲଢ଼େଇରେ ସୁସ୍ଥ ହେବା କ୍ଷେତ୍ରରେ ସ୍ଥିତି ଦୈନିକ ଉନ୍ନତି ହେବାରେ ଲାଗିଛି । ଆଜି ଏହି ସଂଖ୍ୟା ୧.୦୬ କୋଟି (୧,୦୬,୫୬,୮୪୫) ରହିଛି । ସୁସ୍ଥତା ହାର ରହିଛି ୯୭.୩୨% । ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କୋଭିଡ ମୃତୁ୍ୟ ସୀମିତ ଥିବାରୁ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।
ଭାରତରେ ଏବେ ସକ୍ରିୟ କରୋନା ସଂଖ୍ୟା ୧,୩୭,୩୪୨ ଥିବା ବେଳେ ଏହା ମୋଟ କରୋନା ଆକ୍ରାନ୍ତଙ୍କର ମାତ୍ର ୧.୨୫% । ବିଗତ ୨୪ ଘଣ୍ଟା ମଧ୍ୟରେ ୧୧,୯୮୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ବିଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସ୍ଥିତିରୁ ସକରାତ୍ମକ ଚିତ୍ର ଆସିଛି । ବିଗତ ୨୪ ଘଣ୍ଟାରେ ମାତ୍ର ୨ଟି ରାଜ୍ୟରେ ୧ ହଜାର ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ।

ବିଗତ ୨୪ ଘଣ୍ଟା ମଧ୍ୟରେ ୧୬ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି କୋଭିଡ-୧୯ ମୃତୁ୍ୟ ହୋଇନାହିଁ ।
ଏସବୁ ରାଜ୍ୟ ହେଲା ଦିଲ୍ଲୀ, ଓଡ଼ିଶା, ଜମ୍ମୁ ଏବଂ କାଶ୍ମୀର(କେନ୍ଦ୍ରଶାସିତ ଅଞ୍ଚଳ), ଲାକ୍ଷାଦ୍ୱୀପ, ମଣିପୁର, ମେଘାଳୟ, ସିକିମ, ଲାଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ନାଗାଲାଣ୍ଡ, ମିଜୋରାମ, ଆଣ୍ଡାମାନ ଓ ନିକୋବର ଦ୍ୱୀପ, ତ୍ରିପୁରା, ଦାଦ୍ରା ଓ ନଗର ହାବେଳି ଏବଂ ଦାମନ ଡିଉ, ଅରୁଣାଚଳ ପ୍ରଦେଶ ।
ବିଗତ ୨୪ ଘଣ୍ଟା ମଧ୍ୟରେ କେବଳ ଗୋଟିଏ ରାଜ୍ୟରେ ୨୦ରୁ ଅଧିକ ମୃତୁ୍ୟ ହୋଇଛି ।

ବିଗତ ୭ ଦିନ ଧରି କ୍ରମାଗତ ଭାବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ୨୦୨୧ ଫେବ୍ରୁଆରୀ ୧ରେ ଏହା ୧.୮୯% ଥିବା ବେଳେ ଆଜି ଏହା ୧.୬୯%କୁ ହ୍ରାସ ପାଇଛି ।

କେରଳ ଓ ମହାରାଷ୍ଟ୍ରରେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୫%, ସୁସ୍ଥଙ୍କ ମଧ୍ୟରୁ ୭୨% ଏବଂ ନୂଆ ମୃତୁ୍ୟରୁ ୫୫% ହୋଇଛି ।
ନୂତନ ସୁସ୍ଥଙ୍କ ମଧ୍ୟରୁ ୮୫.୧୪% ଆସିଛନ୍ତି ୬ ରାଜ୍ୟରୁ ।
କେରଳରେ ଗୋଟିଏ ଦିନରେ ସର୍ବାଧିକ ୪,୮୩୨ ଜଣ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୩,୮୫୩ ଏବଂ କର୍ଣ୍ଣାଟକରେ ୫୩୭ ଜଣ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ୧୨,୮୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୮୬.୬୧% ଆସିଛନ୍ତି ୬ଟି ରାଜ୍ୟରୁ ।
ଗୋଟିଏ ଦିନରେ କେରଳରେ ସର୍ବାଧିକ ୪୮୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୪୭୮୭ ଏବଂ ତାମିଲନାଡ଼ୁରେ ୪୫୪ ଜଣ ଚିହ୍ନଟ ହୋଇଛନ୍ତି ।

ବିଗତ ୨୪ ଘଣ୍ଟାରେ ୧୦୧ ଜଣଙ୍କର କରୋନାରେ ମୃତୁ୍ୟ ହୋଇଛି ।
ଏଥିରୁ ୭୬.୨୪% ମୃତୁ୍ୟ ହୋଇଛି ୫ଟି ରାଜ୍ୟରେ । ମହାରାଷ୍ଟ୍ରରେ ସର୍ବାଧିକ ୪୦ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ କେରଳରେ ୧୬ ଓ ପଞ୍ଜାବରେ ୧୦ ଜଣଙ୍କ ମୃତୁ୍ୟ ହୋଇଛି ।

***
SR
(Release ID: 1699041)
|