ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

‘ଚୌରୀ ଚୌରା’ ଶତବାର୍ଷିକୀ ଉତ୍ସବକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

प्रविष्टि तिथि: 02 FEB 2021 11:15AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ 4, 2021ରେ ଭିଡିଓ କନଫରେନ୍ସିଂ ଜରିଆରେ ଉତ୍ତର ପ୍ରଦେଶର ଗୋରଖପୁର ଚୌରୀ ଚୌରା ଶତବାର୍ଷିକୀ ଉତ୍ସବକୁ ଉଦଘାଟନ କରିବେ ଦେଶର ସ୍ୱାଧୀନତା ସଂଗ୍ରାମରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ପରିଚିତ ଚୌରୀ ଚୌରା 100 ବର୍ଷ ପୂର୍ତ୍ତି ହେଉଛି ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଚୌରୀ ଚୌରା ଶତବାର୍ଷିକୀ ସମାରୋହର ଡାକ ଟିକଟ ଉନ୍ମୋଚନ କରିବେ ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ

ରାଜ୍ୟ ସରକାରଙ୍କ ଦ୍ୱାରା ଯୋଜନା କରାଯାଇଥିବା ଶତବାର୍ଷିକୀ ଉତ୍ସବ ଏବଂ ବିଭିନ୍ନ କାର୍ଯ୍ୟକ୍ରମକୁ ସମସ୍ତ 75ଟି ଜିଲ୍ଲାରେ ଫେବୃଆରୀ 4, 2021ରୁ ଆରମ୍ଭ କରାଯାଇ ଫେବୃଆରୀ 4, 2022 ପର୍ଯ୍ୟନ୍ତ ପାଳନ କରାଯିବ

 

**********

TRP/


(रिलीज़ आईडी: 1694406) आगंतुक पटल : 266
इस विज्ञप्ति को इन भाषाओं में पढ़ें: Telugu , Malayalam , Assamese , English , Urdu , Marathi , हिन्दी , Manipuri , Bengali , Punjabi , Gujarati , Tamil , Kannada