ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜାନୁଆରୀ 28 ରେ କାରିଆପ୍ପା ପଡିଆରେ ଏନସିସି ରାଲିକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
Posted On:
27 JAN 2021 4:34PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ 28, 2021ରେ ନୂଆଦିଲ୍ଲୀର କାରିଆପ୍ପା ପଡିଆଠାରେ ନ୍ୟାସନାଲ କ୍ୟାଡେଟ କର୍ପ୍ସ (ଏନସିସି) ରାଲିକୁ ସମ୍ବୋଧନ କରିବେ । ଏହି ଅବସରରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ, ପ୍ରତିରକ୍ଷା ମୁଖ୍ୟ ଏବଂ ତିନି ସଶସ୍ତ୍ର ସେନାବାହିନୀର ମୁଖ୍ୟମାନେ ଯୋଗ ଦେବେ ।
କାର୍ଯ୍ୟକ୍ରମ ମଧ୍ୟରେ ପ୍ରଧାନମନ୍ତ୍ରୀ ଅଭିବାଦନ ଗ୍ରହଣ କରିବେ । ଏଥିସହିତ ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଏନସିସି ଦଳର ପରେଡରେ ଅଭିବାଦନ ଗ୍ରହଣ କରିବେ ।
**********
TRP/
(Release ID: 1692813)
Visitor Counter : 163
Read this release in:
Assamese
,
English
,
Urdu
,
Marathi
,
Hindi
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam