ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଜ୍ୟ ପ୍ରତିଷ୍ଠା ଦିବସରେ ମଣିପୁର ବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 21 JAN 2021 8:58AM by PIB Bhubaneswar

ରାଜ୍ୟ ପ୍ରତିଷ୍ଠା ଦିବସରେ ମଣିପୁର ବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି

ଏକ ଟ୍ଵିଟ ମାଧ୍ୟମରେ ଶ୍ରୀ ମୋଦୀ କହିଛନ୍ତି, “ମଣିପୁର ବାସୀଙ୍କୁ ରାଜ୍ୟ ସ୍ଥାପନା ଦିବସର ଶୁଭକାମନା ରାଷ୍ଟ୍ର ବିକାଶରେ ମଣିପୁରର ଯୋଗଦାନ ପାଇଁ ଭାରତ ଗର୍ବିତ ନବସୃଜନ ଏବଂ କ୍ରୀଡ଼ା ପ୍ରତିଭାର କେନ୍ଦ୍ର ରୂପେ ମଣିପୁର ପରିଚିତ ରାଜ୍ୟ ତାହାର ପ୍ରଗତି ପଥରେ ଅଧିକ ଅଗ୍ରସର ହେବା ନେଇ ମୁଁ ଶୁଭକାମନା ଜଣାଉଛି

 

**********

TRP/


(ରିଲିଜ ଆଡି: 1690814) ପରିଦର୍ଶକ କାଉଣ୍ଟର : 119