ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗୋଆ ମୁକ୍ତି ଦିବସରେ ଗୋଆବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିବାଦନ

प्रविष्टि तिथि: 19 DEC 2020 9:02AM by PIB Bhubaneshwar

ଗୋଆ ମୁକ୍ତି ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୋଆର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, "ଗୋଆ ମୁକ୍ତି ଦିବସର ବିଶେଷ ଅବସରରେ, ମୋର ଗୋଆ ଭଉଣୀ ଏବଂ ଭାଇମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଗୋଆକୁ ମୁକ୍ତ କରିବା ପାଇଁ କଠିନ ପରିଶ୍ରମ କରିଥିବା ଲୋକଙ୍କ ସାହସକୁ ଆମେ ଗର୍ବର ସହିତ ସ୍ମରଣ କରୁଛୁ ଆଗାମୀ ବର୍ଷଗୁଡିକରେ ରାଜ୍ୟର ଅଗ୍ରଗତି ପାଇଁ ପ୍ରାର୍ଥନା"

 

**********


(रिलीज़ आईडी: 1682074) आगंतुक पटल : 276
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam