ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
2001 ସଂସଦ ଭବନ ଆକ୍ରମଣର ସହିଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ପୋଷ୍ଟ କରାଯିବା ଦିନାଙ୍କ:
13 DEC 2020 1:09PM by PIB Bhubaneshwar
2001 ସଂସଦ ଭବନ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “2001ର ଆଜି ଦିନରେ ଆମ ସଂସଦ ଭବନ ଉପରେ କରିଥିବା କାପୁରୁଷମାନଙ୍କ ଆକ୍ରମଣକୁ ଆମେ କେବେହେଲେ ଭୁଲିପାରିବୁ ନାହିଁ । ଆମ ସଂସଦର ସୁରକ୍ଷା ପାଇଁ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ବୀରତ୍ୱ ଏବଂ ବଳିଦାନକୁ ଆମେ ସ୍ମରଣ କରୁଛୁ । ଦେଶ ସେମାନଙ୍କ ପାଖରେ ସର୍ବଦା କୃତଜ୍ଞ” ।
**********
(ରିଲିଜ ଆଡି: 1680412)
ପରିଦର୍ଶକ କାଉଣ୍ଟର : 176
ଏହି ରିଲିଜ ପଢନ୍ତୁ :
Telugu
,
Malayalam
,
Kannada
,
Assamese
,
Bengali
,
Manipuri
,
English
,
Urdu
,
Marathi
,
हिन्दी
,
Punjabi
,
Gujarati
,
Tamil