ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସ୍ୱହିଦ ଦିବସ ଅବସରରେ ଆସାମ ଆନ୍ଦୋଳନର ଶହୀଦମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ପୋଷ୍ଟ କରାଯିବା ଦିନାଙ୍କ: 10 DEC 2020 7:10PM by PIB Bhubaneswar

ସ୍ୱହିଦ ଦିବସ ଅବସରରେ ଆସାମ ଆନ୍ଦୋଳନର ଶହୀଦମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଏକ ଟ୍ଵିଟରେ ଶ୍ରୀ ମୋଦୀ କହିଛନ୍ତି, "ସ୍ୱହିଦ ଦିବସରେ ଆସାମ ଆନ୍ଦୋଳନର ମହାନ ଶହୀଦମାନଙ୍କୁ ଆମେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ଆସାମର ପ୍ରଗତି ଏବଂ ରାଜ୍ୟ ନାଗରିକଙ୍କ ସଶକ୍ତିକରଣ ପ୍ରତି ସେମାନଙ୍କର ଆଗ୍ରହ ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଉଛି”

 

**********


(ରିଲିଜ ଆଡି: 1679864) ପରିଦର୍ଶକ କାଉଣ୍ଟର : 154